Hello friends welcome to my blog
ଆଜି ମୁଁ ଆପଣଙ୍କୁ ଏମିତି ହୃଦୟ କୁ ସ୍ପର୍ଷ କରୁଥିବା ତଥା ସପନରେ ରଙ୍ଗ ଭରୁଥିବା top 20 ଓଡ଼ିଆ shayari କହିବା ପାଇଁ ଯାଉଛି....
( 1 )
ସକାଳ ହେବା ନଯାଏଁ ଫୁଲ କୁ ବି ଜଣା ନଥାଏ ସେ ମନ୍ଦିର ଯିବ କି ମଶାଣି ତେଣୁ ଏ ଜୀବନ ଯେମିତି ବି ହେଉ ହସ ଖୁସି ରେ ବିତାନ୍ତୁ
( 2 )
ଭଲ ପାଇବା ସେଇଟା ନୁହଁ ଯୋଉଟା ଆପଣ କେବଳ କହି ଦିଅନ୍ତି , ଭଲ ପାଇବା ତ ସେଇଟା ଯାହା ଆପଣ କାମ ରେ କରି ଦେଖାଇଥାନ୍ତି
(3 )
Distance ସମ୍ପର୍କ କୁ କେବେ ଭାଙ୍ଗେ ନାହିଁ କି closeness କେବେ ସମ୍ପର୍କ ଗଢ଼େ ନାହିଁ, ଇଏତ ହେଉଛି ଜଣଙ୍କ feelings ର carringness ଯାହା ଦୁହିଁଙ୍କ ଭିତରେ ବିଶ୍ବାସ ଗଢ଼ିବା ସହ ସମ୍ପର୍କ କୁ ବଜାଇ ରଖିଥାଏ
( 4.)
ଯଦି ଆପଣଙ୍କ ପାଖରେ ଆପଣଙ୍କୁ ଭଲ ପାଉଥିବା ଗୋଟେ ପରିବାର, କିଛି ଖାସ୍ ବନ୍ଧୁ ଓ ଆପଣଙ୍କ ପସନ୍ଦ ଅନୁସାରେ ଖାଇବା ଓ ମୁଣ୍ଡ ଗୁଞ୍ଜିବା ପାଇଁ ଗୋଟେ ଘର ଅଛି ତାହେଲେ ବିଶ୍ବାସ କରନ୍ତୁ ଆପଣଙ୍କ ଯେତିକି ଭାବୁଛନ୍ତି ତା ଠାରୁ ଅଧିକ ଆପଣ ଧନୀ ଅଟନ୍ତି
( 5.)
କିଛି fault ପାଇଁ କେବେ ଗୋଟେ true relationship କୁ ଭାଙ୍ଗନ୍ତୁ ନାହିଁ କାରଣ ଏଠି କେହି ସବୁବେଳେ perfect ବା correct ନୁହଁ ଏବଂ ଶେଷ ରେ perfection ଠାରୁ affection ବଡ ହୋଇଥାଏ
( 6.)
କେବଳ ଆପଣଙ୍କ ର ହସ କୁ ବୁଝୁ ଥିବା ହଜାରେ ସାଙ୍ଗ ଅପେକ୍ଷା ଗୋଟିଏ ସାଙ୍ଗ ଯଥେଷ୍ଟ ଯିଏ ଆପଣଙ୍କ ଆଖିର ଲୁହ କୁ ବୁଝି ପାରୁଥିବ
( 7.)
Love ସେଇଟା ନୁହଁ ଯାହା ଦୁଇଟି beautiful man ଏବଂ women ଭିତରେ ହୋଇଥାଏ, love ତ ସେଇଟା ଯାହା ଦୁଇଟି beautiful heart ଭିତରେ ହୋଇଥାଏ
( 8.)
ସମୟ ସବୁ କିଛି କୁ ପରିବର୍ତ୍ତନ କରି ଦେଇଥାଏ ତେଣୁ ମନରେ ଧୌର୍ଯ୍ୟ ରଖି ପରିସ୍ଥିତି ସହିତ ଲଢନ୍ତୁ ଦେଖିବେ ସମୟ ଆପଣଙ୍କୁ ଏକ ସୁନ୍ଦର ଉପହାର ଭେଟି ଦେବ
( 9.)
ଯାହା ଆମ ଭାଗ୍ୟ ରେ ନାହିଁ ତାହା ଦୁନିଆର କୌଣସି ଶକ୍ତି ଆମକୁ ଆଣି ଦେଇ ପାରିବ ନାହିଁ ଏବଂ ଯାହା ଆମ ଭାଗ୍ୟ ରେ ଅଛି ତାକୁ ଦୁନିଆର କୌଣସି ଶକ୍ତି ଛଡେଇ ନେଇ ପାରିବ ନାହିଁ ତେଣୁ ବାସ୍ ଗୋଟିଏ ଉଚିତ୍ ସମୟ କୁ ଅପେକ୍ଷା କରନ୍ତୁ
( 10.)
ଓଠ ତ ସମସ୍ତଙ୍କ ପାଇଁ ହସି ଥାଏ, ହେଲେ ଆଖି ସମସ୍ତଙ୍କ ପାଇଁ କାନ୍ଦି ପାରେନା। ଆଖି କେବଳ ତା ପାଇଁ କାନ୍ଦେ ଯାହାକୁ ଆମେ ଆମ ନିଜଠୁ ଅଧିକ ଭଲ ପାଆନ୍ତି
( 11)
ଜୀବନରେ କାହାକୁ ଅଧିକ ଭଲ ପାଇବ ତ ମା' କୁ ହିଁ ଭଲ ପାଅ। କାରଣ ଏହି ଭଲ ପାଇବାରେ କେବେବି ଧୋକା ଓ ପ୍ରତାରଣା ନଥାଏ..
( 12)
ଭଲପାଅ ତାଙ୍କୁ ଯିଏ ତୁମକୁ ବିନା ଉଦେଶ୍ୟ ରଖି ଭଲପାଇବାକୁ ଚାହୁଁଛି, କାରଣ ଏ ଦୁନିଆରେ ଭଲପାଇବା ଲୋକ କମ ଓ କଷ୍ଟ ଦେଲା ଲୋକ ଅଧିକ ମିଲନ୍ତି
( 13.)
ସମ୍ପର୍କ, ଦୋସ୍ତି ଓ ପ୍ରେମ ତାଙ୍କ ସହିତ ରଖିବ... ଯିଏ ତୁମ ହସ ପଛରେ ଥିବା କଷ୍ଟ, କ୍ରୋଧ ପଛରେ ଥିବା ପ୍ରେମ ଆଉ ତୁମ ନିରବତା ପଛରେ ଥିବା କାରଣ କୁ ବୁଝି ପାରୁଥିବ।
(14 )
"ସୁନ୍ଦର ମୁହଁଟିଏ କିଛିଦିନ ପାଇଁ ମନେ ରୁହେ କିନ୍ତୁ ସୁନ୍ଦର ହୃଦୟରଟିଏ ସାରା ଜିବନ ପାଇଁ ମନରେ ସାଇତି ହୋଇ ରହିଯାଏ
( 15)
ଜିବନରେ ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ; ନିରବତା ହିଁ ଯଥେଷ୍ଟ ହୋଇଥାଏ।
(16.)
ଯେଉଁ ରାସ୍ତାରେ ଆପଣ ଏକୁଟିଆ ରହିଯାଉଛନ୍ତି, ତେବେ ବୁଝି ନିଅନ୍ତୁ ଆପଣ ସଠିକ ରାସ୍ତାରେ ଚାଲୁଛାନ୍ତି। କାହିଁକିନା ସତ୍ୟତାର ରାସ୍ତାରେ କେହି ସାଥିରେ ନଥାନ୍ତି
(17)
ଯଦି ଜଣେ ନାରୀକୁ ସରଳ ଭାଷାରେ ବର୍ଣ୍ଣନା କରିବାକୁ ମୋତେ କୁହାଯାଏ- ତେବେ -ନାରୀମାନେ "ଧୂପକାଠି" ସହ ସମାନ ଅଟନ୍ତି ଯାହା ଭିତରେ ଅଗ୍ନି ତ ଅଛି କିନ୍ତୁ ସହନ ଶିଳତା ଓ ନମ୍ରତା ବି ଅଛି, ଯିଏ ନିଜକୁ ଧୀରେ ଧୀରେ ଜଳାଇ ସମାଜକୁ ଆଉ ନିଜ ପରିବାର କୁ ସୁଗନ୍ଧିତ କରିଥାନ୍ତି !!!
( 18)
ସ୍ୱାର୍ଥହୀନ ଭଲପାଇବା ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ମନୋଭାବ ରଖିବା ହିଁ ପ୍ରେମ ଅଟେ
(19)
ସମ୍ପର୍କ.. କଥାରୁ ସୃଷ୍ଟି ହୁଏନାହିଁ ହୃଦୟରୁ ହୋଇଥାଏ। କିଛି ଲୋକ ଅନେକ କଥା କୁହନ୍ତି କିନ୍ତୁ ନିଜର ହୁଅନ୍ତିନି ଆଉ କିଛି ଲୋକ ଚୁପ ରହି ମଧ୍ୟ ନିଜର ହୋଇଯାନ୍ତି।
(20)
ଦୁନିଆରେ ସବୁ ସମ୍ପର୍କ କେବଳ ରକ୍ତର ହୋଇନଥାଏ। କିଛି ସମ୍ପର୍କ ମଧ୍ୟ ଅଦେଖା ଓ ଅଚିହ୍ନl ହୋଇଥାଏ ଯାହାକି ରକ୍ତର ସମ୍ପର୍କ ଠାରୁ ମଧ୍ୟ ନିଜର ଲାଗିଥାଏ
By pradip pradhan
ଏମିତି ନୂଆ ନୂଆ ଓଡିଆ heart touching quotes ପଢ଼ିବା ପାଇଁ ଆମ blog କୁ visit କରନ୍ତୁ
Thank you..... Namaskar...

Comments
Post a Comment