The most inspirational, interesting and encouragjng famous ଓଡିଆ motivational quotes by A. P. J abdul kalam is........
( 1)
ଆମ ସମସ୍ତଙ୍କ ପାଖରେ ହୁଏତ ସମନ ଦକ୍ଷତା ନାହିଁ କିନ୍ତୁ ସେଇ ଦକ୍ଷତାକୁ ପାଇବା ପାଇଁ ଆମ ପାଖରେ ସମାନ ସୁଯୋଗ ଅଛି
( 2 )
ଆପଣ ଙ୍କୁ ନିଜର ଭବିଷ୍ୟତ କୁ ପରିବର୍ତ୍ତନ କରି ପାରିବେ ନାହିଁ କିନ୍ତୁ ଆପଣ ନିଜର ଅଭ୍ୟାସ କୁ ପରିବର୍ତ୍ତନ କରି ପାରିବେ ଏବଂ ସେଇ ଅଭ୍ୟାସ ନିଶ୍ଚିତ ଦିନେ ଆପଣ ଙ୍କ ଭବିଷ୍ୟତ କୁ ପରିବର୍ତ୍ତନ କରି ପାରିବ
( 3 )
ଜୀବନ ଓ ସମୟ ହେଉଛନ୍ତି ଦୁନିଆର ସବୁଠାରୁ ଭଲ ଶିକ୍ଷକ କାରଣ ଜୀବନ ଆମକୁ ସମୟ ର ଠିକ୍ ସଦୁପଯୋଗ କରିବାକୁ ଶିଖାଏ ଏବଂ ସମୟ ଆମକୁ ଜୀବନର ମୂଲ୍ୟ ବୁଝାଏ
( 4 )
ସ୍ଵପ୍ନ ସେଇଟା ନୁହଁ ଯୋଉଟା ଆପଣ ଶୋଇଥିବା ସମୟରେ ଦେଖିଥାନ୍ତି, ସ୍ଵପ୍ନ ତ ସେଇଟା ଯାହା ଆପଣ ଙ୍କୁ ଶୋଇବାକୁ ଦିଏ ନାହିଁ
( 5 )
ଗୋଟିଏ ଭଲ ପୁସ୍ତକ, ସହେ ଜଣ ସାଙ୍ଗ ସହ ସମାନ ଅଟେ କିନ୍ତୁ ଗୋଟିଏ ପ୍ରକୃତ ବନ୍ଧୁ, ପୁସ୍ତକାଗାର ସବୁ ପୁସ୍ତକ ସହ ସମନ ଅଟେ
( 6 )
ଆମେ କେବେ ଚେଷ୍ଟା କରିବାରେ ହାରିବା ନାହିଁ ଏବଂ ଅସୁବିଧା କୁ ହରାଇ ବାର ସୁଯୋଗ ଦେବା ନାହିଁ
( 7 )
ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ହେଉଛି ବିଫଳତା ରୂପକ ରୋଗ କୁ ମାରିବା ପାଇଁ ସବୁଠୁ ଭଲ ଔଷଧ ଆଟେ
( 8 )
ସୁନ୍ଦରତା ଚେହେରା ରେ ନଥାଏ ଏହା ମଣିଷ ର ହୃଦୟରେ ଥାଏ
( 9 )
ଆପଣ ନିଜର job କୁ ଭଲ ପାଆନ୍ତୁ କିନ୍ତୁ ସେଇ କମ୍ପାନୀ କୁ ନୁହଁ କାରଣ କେତେବେଳେ କମ୍ପାନୀ ଆପଣ ଙ୍କୁ ଭଲ ପାଇବା ବନ୍ଦ କରି ଦେଇଥିବ ଆପଣ ଜାଣି ନଥିବେ
(10)
ଆପଣ ସଫଳତା ସେତେବେଳେ ପାଇବେ ଯେତେବେଳେ ଆପଣ ଙ୍କ ଦସ୍ତଖତ, ଅଟୋଗ୍ରାଫ କୁ ବଦଳିଯିବ
( 11)
ଜଣଙ୍କୁ ହରାଇବା ସହଜ ଅଟେ କିନ୍ତୁ ଜଣକୁ ଜିତାଇବା ବୋହୁତ୍ କଷ୍ଟ ଅଟେ
( 12)
ପ୍ରତେକ କଷ୍ଟ ଗୋଟେ ଶିଖା ଦେଇଥାଏ ଏବଂ ସେଇ ପ୍ରତ୍ୟକ ଶିଖା ଗୋଟେ ମଣିଷ କୁ ପରିବର୍ତ୍ତନ କରିଥାଏ
(13)
ଆପଣ wings ପାଇ ଏ ପୃଥିବୀକୁ ଆସିଛନ୍ତି ତେଣୁ ମାଟିରେ ଘୁଷୁରି ହେବା ବଦଳରେ ସେଇ wings କୁ ବ୍ୟବହାର କରି ଉଡ଼ିବାକୁ ଚେଷ୍ଟା କରନ୍ତୁ
( 14 )
ସବୁ ପକ୍ଷୀ ବର୍ଷା ହେଲେ ଆଶ୍ରୟ ପାଇଁ ବସା ଖୋଜି ଥାନ୍ତି କିନ୍ତୁ Eagle ବର୍ଷା କୁ ଖାତିର୍ ନ କରି ବଦଲ୍ ଠୁ ଉପରକୁ ଉଡ଼ିବାକୁ ଚେଷ୍ଟା କରେ
( 15)
ଯଦି ଆପଣ ସୂର୍ଯ୍ୟ ଭଳି ଚମକିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରଥମେ ସୂର୍ଯ୍ୟ ଭଳି ଜାଳିବା କୁ ଚେଷ୍ଟା କରନ୍ତୁ
(16)
ପ୍ରଥମ ସଫଳତା ପାଇଗଲା ପରେ କେବେ ବିଶ୍ରାମ ନିଅନ୍ତୁ ନାହିଁ କାରଣ ଆପଣ ଙ୍କ ସଫଳତା ଗୋଟେ luck ଥିଲା ବୋଲି କହିବାକୁ ବୋହୁତ୍ ଲୋକ ଅପେକ୍ଷା ରେ ଅଛନ୍ତି
(17)
Success stories ପଢ଼ନ୍ତୁ ନାହିଁ କାରଣ ଏହା ଦ୍ଵାରା କେବଳ ଆପଣ message ପାଇବେ.. ପଢିବାର ଅଛି ଯଦି failure stories ପଢ଼ନ୍ତୁ ଏହା ଆପଣଙ୍କୁ success ପାଇବା ପାଇଁ idea ଦେବ
(18)
ଜିବନରେ ସଫଳ ହେବାକୁ ହେଲେ ପ୍ରଥମେ ନିଜର goal fix କରନ୍ତୁ ଏବଂ ସେଇ goal କୁ ପାଇବା ପାଇଁ continuously କଠିନ ପରିଶ୍ରମ ଓ ଜ୍ଞାନ ଆହରଣ କରିବା ଚେଷ୍ଟା କରନ୍ତୁ
(19)
ଆପଣ ନିଜ mission ରେ ଯଦି ସଫଳତା ହାସଲ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ନିଜର ଲକ୍ଷ୍ୟ ପାଇଁ ନିଜର comfort zone କୁ ତ୍ୟାଗ କରି single minded ହେବାକୁ ପଡ଼ିବ
( 20)
ଭଗବାନ ତାକୁ ସାହାଯ୍ଯ କରନ୍ତି ଯେ କଠିନ ପରିଶ୍ରମ କରିଥାଏ
ଠିକ୍ ଅଛି friends କେମିତି ଲାଗିଲା comment me... ଏ ପରି ଆଉ କେଉଁ grate man ଙ୍କ ଓଡ଼ିଆ quotes ଶୁଣିବାକୁ ଚାହିଁଛନ୍ତି plz comment me..

Comments
Post a Comment