Skip to main content

TOP 20 best and famous odia shayari MIND ONLY WANT FOR THIS SHAYARI..

ଓଡ଼ିଆ positive thought section by kumar pradip... Lets start


ସଂସାରରେ ଛୁଞ୍ଚି ହେଇ ରୁହନ୍ତୁ,କଇଁଚି ହେଇ ନିହେଁ । କାହିଁକିନା ଛୁଞ୍ଚି ୨ କୁ ୧ କରିଦିଏ,ଆଉ କଇଁଚି ୧ କୁ ୨ କରିଦିଏ ।ଅର୍ଥାତ ସମସ୍ତଙ୍କୁ ଜୋଡନ୍ତୁ, ଭାଙ୍ଗନ୍ତୁନି । କାହିଁକିନା ମିତ୍ରତା ଏବଂ ସମ୍ପର୍କ "ସମ୍ମାନ"ର ନୁହେଁ "ଭାବ"ର ଭୋକିଲା ହୋଇଥାଏ । 🙏"ଜୟ ଜଗନ୍ନାଥ"🌹 ଶୁଭ ସକାଳ 🌹🙏
                 
 'ମିଛ' ବହୁତ ସହଜ ଓ ସୁନ୍ଦର କିନ୍ତୁ ସେଥିରୁ ମିଳିଥିବା ଖୁସି ମୂଲ୍ୟହୀନ । 'ସତ' ବହୁତ କଠୋର ଓ ନିଷ୍ଠୁର କିନ୍ତୁ ସେଥିରୁ ମିଳିଥିବା ଖୁସି ଓ ଆତ୍ମତୃପ୍ତି ବହୁତ ମୂଲ୍ୟବାନ ।


 ମଣିଷର ଅସଲ ଚରିତ୍ର ତେବେ ସାମ୍ନାକୁ ଆସିଥାଏ..☝ଯେବେ ସେ ନିଶାରେ ଥାଏ। ସେ ନିଶା ଧନର ନିଶା ହେଇଥାଉ, ପଦର ନିଶା ହୋଇଥାଉ ବା ମଦର ନିଶା ହୋଇଥାଉ। 💐💐....ଗୁଡ଼ ମଣିଙ୍ଗ....💐💐

କୌଣସି ମଣିଷ ସବୁବେଳେ ଏକାଭଳି ରହି ନଥାଏ।☝☝ ସମୟ, ପରିସ୍ଥିତି ଓ ଲୋକମାନେ ତାକୁ ବଦଳାଇବା ପାଇଁ ବାଧ୍ୟ କରି ଦିଅନ୍ତି। 💐💐ଗୁଡ଼ ମଣିଙ୍ଗ💐💐

ଜୀବନ ସୁନ୍ଦର ସେତେବେଳେ ସେତେବେଳେ ଲାଗେ....☝ ଯେତେବେଳେ ଆମକୁ ବୁଝିଲା ଭଳି ସାଥିଟିଏ ମିଳେ....... 😍😍...ଗୁଡ଼ ମଣିଙ୍ଗ...😍😍

ଭଗବାନ କେବେ ବି କାହାକୁ ଭୋକିଲାରେ ରଖିନଥାନ୍ତି, କେବଳ ମଣିଷ ହିଁ ଭୋକିଲା ରଖି ଦେଇଥାଏ ସମସ୍ତଙ୍କୁ କାହିଁକି ନା ଭଗବାନ ନିଜେ ହିଁ ବିକ୍ରି ହୋଇଯାଇଥାନ୍ତି ବଜାରରେ ଅନ୍ୟର ଭୋକ ନିବାରଣ ପାଇଁ । "ଜୟ ଜଗନ୍ନାଥ" 🙏🏻🌹 ଶୁଭ ସକାଳ 🌹🙏

ପ୍ରକୃତି ଓ ସୌଭାଗ୍ୟର ମିଳନରେ ହିଁ ଜଣେ ବ୍ୟକ୍ତି ସଫଳତା ଲାଭ କରିଥାଏ। ଏଣୁ ନିରନ୍ତର କଠିନ ପରିଶ୍ରମ କରି ଚାଲିବା ଉଚିତ.....☝☝ 💐.....ଗୁଡ଼ ମଣିଙ୍ଗ.....💐

ଯେଉଁ ଲୋକଙ୍କ ପାଖରେ ମାନବିକତା ବା ମଣିଷପଣିଆ ନଥାଏ, ସେମାନଙ୍କ ପାଖରେ ସମ୍ପର୍କର ମୂଲ୍ୟ କିଛି ନଥାଏ । "ଜୟ ଜଗନ୍ନାଥ" 🌹 ଶୁଭ ସକାଳ 🌹🙏


ଯଦି ନିଜେ ସତ୍ ପଥରେ ଅଛ, ତେବେ ନୀରବତାର ସହ କାମ କରିଚାଲ । କୁଟ, କପଟୀ ଲୋକଙ୍କ ଚିତ୍କାରକୁ ଧ୍ୟାନ ନ ଦେଇ ନିଜ କାମକୁ ପ୍ରାଧାନ୍ୟ ଦିଅ । ସମୟ ହିଁ ସବୁ କଥା ପ୍ରକାଶ କରିବ, ଏହା ନିଶ୍ଚିତ 🙏🏻🌹 ଶୁଭ ସକାଳ 🌹🙏


ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ। ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ଼ ରଖି କାମ କରିବା ଉଚିତ।☝☝☝☝☝☝☝☝ 💐💐💐ଗୁଡ଼ ମଣିଙ୍ଗ💐💐💐


🎊🎊🎗🎗🎖🎗🎗 ଶ୍ରେଷ୍ଠ ଓ ସଫଳ ବ୍ୟକ୍ତିର ପରିଚୟ କେବଳ ଜଣେ ଗୁରୁ ହିଁ ଦେଇ ପାରନ୍ତି।☝☝☝☝ 🎯 🎯 🎯 ଶୁଭ ସଖାଳ 🎯 🎯 🎯


ଜାଗ୍ରତ ହୁଅ ଓ ନିଜକୁ ପ୍ରସ୍ତୁତ କର। ଲକ୍ଷ ସ୍ଥଳରେ ନ ପହଁଚିବା ପର୍ଯ୍ୟନ୍ତ ବିଶ୍ରାମ ପାଇଁ ତରବର ହୁଅ ନାହିଁ। .......ଗୁଡ଼ ମଣିଙ୍ଗ......


ଅନ୍ୟର ସହାଯ୍ୟକୁ ଭୁଲ ନାହିଁ, ନିଜେ କରିଥିବା ସାହାଯ୍ୟକୁ ବାରମ୍ବାର ମାନେ ପକାଅ ନାହିଁ । ☝☝☝☝☝☝☝☝☝☝☝☝☝ 🌷 🌷 🌷 ଗୁଡ଼ ମଣିଙ୍ଗ 🌷 🌷 🌷


ଯଦି ଉପରଵାଲା ସହିତ ତୁମ ସମ୍ପର୍କ ମଜବୁତ ଅଛି, ତେବେ ମର୍ତ୍ତ୍ୟରେ ଥିବା ମଣିଷ ତୁମର କିଛି କ୍ଷତି କରି ପାରିବେ ନାହିଁ।☝☝☝☝ 💐..ଗୁଡ଼ ମଣିଙ୍ଗ..💐


ଘର ଠୁ କବାଟ ଛୋଟ କବାଟ ଠୁ ତାଲା ଛୋଟ ତାଲା ଠୁ ଚାବି ଛୋଟ ହେଲେ ସେହି ଛୋଟ ତାଲା ରେ ପୁରା ଘର ର କବାଟ ଖୋଲି ହୁଏ ସେହି ପରି ଛୋଟ ଛୋଟ ସୁବିଚାର ଜୀବନର ବଡ଼ ବଡ଼ ପରିବର୍ତ୍ତନ ଆଣିଥାଏ । "ଜୟ ଜଗନ୍ନାଥ" 🙏🏻🌹 ଶୁଭ ସକାଳ 🌹🙏


 ଖରାପ ପରିସ୍ଥିତି ସମୟରେ କିଛି ଲୋକ ଭାଙ୍ଗି ପଡ଼ନ୍ତି ଏବଂ କିଛି ଲୋକ ରେକର୍ଡ ଭାଙ୍ଗନ୍ତି


 ସଂଘର୍ଷ ସମୟରେ ମଣିଷ ଏକୁଟିଆ ହୋଇଥାଏ କିନ୍ତୁ ସଫଳତା ହାସଲ ପରେ ସାରା ଦୁନିଆ ତା ସାଥିରେ ଥାଏ


ଯେଉଁ ଯେଉଁ ମଣିଷ ଉପରେ ଏ ଦୁନିଆ ହସି ଥାଏ ସେମାନେ ହିଁ ଇତିହାସ
ରଚିଥାନ୍ତି



 ଯଦି ଆପଣ କାହାକୁ ନିଜ ସହିତ ତୁଳନା କରୁଛନ୍ତି ତାହେଲେ ଇଏ ହେଉଛି ଆପଣଙ୍କ ର ସବୁ ଠାରୁ ବଡ଼ ମୂର୍ଖତା ଅଟେ



ଯେଉଁ student ପ୍ରଶ୍ନ ପଚାରି ଥାନ୍ତି ସେମାନେ clss ରେ 5 minutes ପାଇଁ ବୋକା ହୋଇଥାନ୍ତି କିନ୍ତୁ ଯେଉଁ ଆଦୁ ପଚାରନ୍ତି ନାହିଁ ସେମାନେ ଜୀବନ ସାରା ବୋକା ହୋଇ ରହି ଯାଆନ୍ତି

Comments