Top 18 ways you may healthy yourself.. No medicine no treatment but you cure yourself by changing your lifestyle.. ସ୍ୱାସ୍ଥ୍ୟ ହିଁ ଜୀବନ.. ସ୍ଵସ୍ଥ୍ଯ ପାଇଁ ହେବା ଯତ୍ନବାନ୍.. A slogan for health
Hello friends welcome to my blog
ଆଜି ମୁଁ ପ୍ରଦୀପ ପ୍ରଧାନ... ଆପଣ ମାନଙ୍କୁ କିଛି ସ୍ଵସ୍ଥ୍ଯ ସମ୍ବନ୍ଧୀୟ କିଛି awareness slogan କହିବାକୁ ଯାଉଛି.... ତ ଆସନ୍ତୁ ପଢିବା କିଛି health awareness slogan...........
( 1.)
ସ୍ଵସ୍ଥ୍ଯ ଅଟଇ ମହାଧନ
ସୁସ୍ଥ ରହିବା ପାଇଁ କରନ୍ତୁ
ସୁସ୍ଥ ଜୀବନ ଯାପନ
( 2 )
ଯେମିତି ଅନ୍ଧାର ରେ କିଛି ଜିନିଷ ଦେଖିବାକୁ ଆଲୋକ ଦରକାର ଠିକ୍ ସେମିତି ହସ ଖୁସି ରେ ବଞ୍ଚିବାକୁ ହେଲେ ଗୋଟିଏ ସୁସ୍ଥ ଶରୀର ଦରକାର
( 3)
ଯେତିକି ସମୟ ଦେଉଛନ୍ତି ଟଙ୍କା ଅର୍ଜନ କରିବାକୁ ସେଥିରୁ କିଛି ସମୟ ଦିଅନ୍ତୁ ନିଜ ଶରୀର କୁ.. ଦେଖିବେ ସୁସ୍ଥ ରହିବା ସହ ରୋଗ ହେବ ନାହିଁ ଆପଣଙ୍କୁ
(4 )
ଯେମିତି ସୁସ୍ଥ ସାମଜ ପାଇଁ ଗୋଟିଏ ସୁସ୍ଥ ପରିବେଶ ଲୋଡ଼ା ଠିକ୍ ସେମିତି ସୁସ୍ଥ ମନ ପାଇଁ ସୁସ୍ଥ ଶରୀର ଲୋଡ଼ା
( 5 )
ତେଣୁ ଖାଇବା ପିଇବା, ସଫା ସୁତରା ରେ ଦିଅନ୍ତୁ ଧ୍ୟାନ ଶରୀର କୁ ରୋଗ ମୁକ୍ତି କରି ସୁସ୍ଥ ରୁହନ୍ତୁ ସବୁଦିନ
( 6)
ଘର ଦ୍ଵାର, ପିନ୍ଧାବସନ, ଖାଇବା ଅନ୍ନ ଏବଂ ପାନୀୟ ଜଳ ଯେବେ ରଖିବେ ପରିଷ୍କାର ରୋଗ ହେବ ନାହିଁ .. ନିତି ସୁସ୍ଥ ରହିବ ଆପଣଙ୍କ ଶରୀର
( 7 )
ପ୍ରତିଦିନ ଶାରୀରିକ ବ୍ୟାୟମ ପାଇଁ କିଛି ସମୟ ଦିଅନ୍ତୁ ଆଣ୍ଠୁ ଗଣ୍ଠି ବଥା, ମଧୁମେହ, ଉଚ୍ଚରକ୍ତ ଚାପ ରୁ ରକ୍ଷା ପାଆନ୍ତୁ
( 8)
ସୁସ୍ଥ ରହିବା ର ଏକ ମାତ୍ର ଉପାୟ ଯଦି ଆମେ ଆମ ସ୍ଵସ୍ଥ୍ଯ ପାଇଁ ଦେବା ସମୟ
( 9 )
ଖାଇବା ପିଇବା ଯଦି କରିବେ ଠିକ୍ ସମୟରେ ରୋଗ ହେବ ନାହିଁ କେବେ ଏଇ ଶରିରର ରେ
(10.)
ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ ରୋଗ ମୁକ୍ତ ହୋଇ ସୁସ୍ଥ ଜୀବନ ଯାପନ କରନ୍ତୁ
( 11)
ଏ ସମାଜ, ଏ ସଂସାର ପାଇଁ ଆପଣ ହୁଏତ କିଛି ନ ହୋଇ ପାରନ୍ତି କିନ୍ତୁ ଆପଣଙ୍କ ପରିବାର, ଆପଣଙ୍କ ସ୍ତ୍ରୀ ପିଲା ଛୁଆ ପାଇଁ ଆପଣ ସାରା ସଂସାର ଅଟନ୍ତି ତେଣୁ ମଦ ବିଡି ସିଗାରେଟ ଗୁଟଖା ରେ ନିଜର ଅମୂଲ୍ୟ ଜୀବନ କୁ ବେକାର କରନ୍ତୁ ନାହିଁ
( 12)
ତେଣୁ ମଦ ବିଡି ସିଗାରେଟ ଗୁଟଖା ରୁ ଦୁରେଇ ରୁହନ୍ତୁ ଏବଂ ସୁସ୍ଥ ଜୀବନ ଯାପନ କରି ଖୁସି ରେ ରୁହନ୍ତୁ
(13)
କାରଣ ମଦ ବିଡି ସିଗାରେଟ ତମ୍ବାଖୁ ଯେ ନ କରେ ସେବନ, ତାଙ୍କୁ ଯକୃତ ଫୁସଫୁସ ରୋଗ ହେବ ନାହିଁ, ସୁସ୍ଥ ରହିବ ତାଙ୍କ ଜୀବନ
(14)
ଆପଣଙ୍କ ସଫଳତା ଆପଣ ଙ୍କ ହସ ଖୁସି ସବୁ ବେକାର ଯଦି ସୁସ୍ଥ ନାହିଁ ଆପଣଙ୍କ ଶରୀର
(15)
ଆପଣ ଙ୍କ ଟଙ୍କା, ଆପଣ ଙ୍କ ଘର ବାଡି ଆପଣ କରି ପାରିବେନି ଭୋଗ ଯଦି ଆପଣଙ୍କ ଶରୀର ରେ ଅଛି ରୋଗ
(16)
ତେଣୁ ସ୍ୱାସ୍ଥ୍ୟ ପାଇଁ ଆପଣ ଯେବେ ହେବେ ସଚେତନ ରୋଗ ମୁକ୍ତ ହେବ ଶରିରର ଏବଂ ହସ ଖୁସି ରେ ଭରି ଯିବ ଆପଙ୍କର ଜୀବନ
(17)
ସୁସ୍ଥ ମନ ପାଇଁ ସୁସ୍ଥ ଶରୀର ଦରକାର ଏବଂ ସୁସ୍ଥ ଶରୀର ପାଇଁ ସ୍ଵସ୍ଥ୍ଯ ପ୍ରତି ସଚେତନ ହେବା ଦରକାର
(18)
ତେଣୁ ନିଜେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୁଅନ୍ତୁ ଏବଂ ଅନ୍ୟ କୁ ସଚେତନ କରନ୍ତୁ ଏ ଜୀବନ ରୋଗରେ ନୁହଁ ସୁସ୍ଥତା ରେ ବିତାନ୍ତୁ
ଠିକ୍ ଅଛି friends... ଇଏ ଥିଲା କିଛି health awareness slogan.... କେମିତି ଲାଗିଲା plz comment me...

Comments
Post a Comment